,

DIT Mini Marathon 2024, Kalamba Prize Distribution Ceremony on 10th August 2024

Posted by

DIT Mini Marathon 2024, Kalamba Prize Distribution Ceremony successfully held on 10th August at Kula Ghara Near Jaya Durga Prekshyalaya Kalamba. In this program total 24 participate awarded with trophy and certificate with the presence of Brahma Kumaris Polasara Sister BK Rita, BK Sunita, BK Tapaswini, BK Shanti, BK Balaram Bhai and Retired PET Teacher Santosh Sahu from Barida, Retired Teacher Parshuram Pradhan, Lingaraj Girls High School Teacher Sanjita Sahu, Senior Reporter K Santosh, Rabi and all the parents of the winners.

ନମସ୍କାର
ବହୁ ପ୍ରତିକ୍ଷିତ ଦୈତାରି ବୈଷୟିକ ଶିକ୍ଷାନୁଷ୍ଠାନ ମିନି ମାରାଥନ ପୁରସ୍କାର ବିତରିଣୀ ଉତ୍ସବ ୧୦ ଅଗଷ୍ଟ ୨୦୨୪ ଦିନ କଳମ୍ବ ଗ୍ରାମର ଜୟଦୂର୍ଗା ପ୍ରେଖ୍ୟାଳୟ ନିକଟସ୍ଥ କୁଳ ଘରେ ଅତି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରଜାପିତା ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ପୋଲସରା ଶାଖା ର ମୁଖ୍ୟ ସଂଚାଳିକା ବ୍ରହ୍ମ କୁମାରୀ ରିତା ଭଉଣୀ ଏଵଂ ତାଙ୍କ ସହଯୋଗି ତପସ୍ୱିନୀ, ସୁନୀତା, ଶାନ୍ତି, ଓ ବ୍ରହ୍ମ କୁମାର ବଳରାମ ଭାଇ ଯୋଗ ଦେଇଥିଲେ। ଏଥି ସହିତ ଅତିଥି ଭାବରେ ବାରିଡା ସ୍କୁଲ ର ପୂର୍ବତନ ଶିକ୍ଷକ ଶ୍ରୀ ସନ୍ତୋଷ ସାହୁ, ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ପର୍ଶୁରାମ ପ୍ରଧାନ, ଲିଙ୍ଗରାଜ ବାଳିକା ଉଚ୍ଚବିଦ୍ୟାଳୟ ର ଅଧ୍ୟାପିକା ସଞ୍ଜିତା ସାହୁ ଯୋଗ ଦେଇଥିଲେ। ଏହି କାର୍ଯକ୍ରମ ରେ ପତ୍ରକାର କେ ସନ୍ତୋଷ , ରବି ମଧ୍ୟ ଉପସ୍ଥିତ ହୋଇଥିଲେ ।

ଏହାସହିତ ସମସ୍ତ ପ୍ରତିଯୋଗୀତା ର ବିଜେତା, ଏଵଂ ତାଙ୍କ ଅଭିଭାବକ, ଶିକ୍ଷକ ମାନେ ଯୋଗ ଦେଇଥିଲି।

ଦୈତାରୀ ବାବାଙ୍କ ପୁତ୍ର ଶ୍ରୀ ଧିରେନ କୁମାର ସାହୁ କାର୍ଯକ୍ରମ କୁ ସଞ୍ଚାଳନ କରିଥିଲେ। ପ୍ରଥମେ ବ୍ରହ୍ମକୁମାରୀ ଭଉଣୀ ମାନକର ବକ୍ତବ୍ୟ ସହିତ ଇଶ୍ଵରୀୟ ସନ୍ଦେଶ ଦେଇଥିଲି। ବର୍ତମାନ ପବିତ୍ରତା ର ପର୍ବ ସାକ୍ଷୀ ପୂର୍ଣ୍ଣିମା ଅତି ନିକଟ ଥିବାରୁ ଭଉଣୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବାକୁ ସହିତ ରାକ୍ଷୀ ପୂର୍ଣିମା ର ମହତ୍ତ୍ଵ ପ୍ରତିପାଦନ କରିଲେ।

କାର୍ଯକ୍ରମ ର ଶେଷରେ ବିଜେତା ମନଙ୍କୁ ଟ୍ରଫି ସହିତ ପ୍ରମାଣ ପତ୍ର ( ସର୍ଟିଫିକେଟ) ପ୍ରଦନକରଗଲା

ଧନ୍ୟବାଦ୍
ଦୈତାରି ବୈଷୟିକ ଶିକ୍ଷାନୁଷ୍ଠାନ, 
କଳା କଳମ୍ବ

Leave a Reply

Your email address will not be published. Required fields are marked *