Daitari Institute of Technology celebrated 78th Independence Day at Daitari Baba’s Samabdhi and at DIT. DIT organized painting, speech and song competition for the student on 14th August evening. On 15th August 2024 with the presence of Senior Teacher Ganapati Pradhan , Sudhir Sahu, Brundaban Sahu, Manoj Kumar Sahu, Sarapancha Sushita Sahu, DIT students and many other guests we celebrated Independence day with lot of enthusiasm.
ନମସ୍କାର
ଦୈତାରି ବୈଷୟିକ ଶିକ୍ଷାକେନ୍ଦ୍ର କଳମ୍ବ , ପୋଲସରା ରେ ଅତି ଆନନ୍ଦ ଉଲ୍ଲାସ ରେ ୭୮ ତମ ସ୍ବାଧିନତା ଦିବସ ମା ଭବାନୀ କ୍ରିକେଟ ଷ୍ଟାଡିୟମ୍ ନିକଟସ୍ଥ ଦୈତାରି ବାବାଙ୍କସମାଧି ନିକଟରେ ବରିଷ୍ଟ ଶିକ୍ଷକ ଗଣପତି ସାହୁ, ସୁଧିର ସାହୁ, ବୃନ୍ଦାବନ ସାହୁ, ମନୋଜ ସାହୁ , ସରପଞ୍ଚ ସୁଶିତ ସାହୁ ଏବଂ ଛାତ୍ର ଛାତ୍ରୀ ଓ ଅନେକ ଗ୍ରାମବାସୀ ଉପସ୍ଥିତି ର ସ୍ବାଧିନତା ଦିବସ ପାଳିତ ହେଇଯାଇଛି।
୧୪ ଅଗଷ୍ଟ ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରତିଯୋଗୀତା ଯେମିତିକି ଚିତ୍ର, ଭାଷଣ, ସଙ୍ଗୀତ ଆୟୋଜିତ କରାଯାଇଥିଲା ଏଵଂ ୧୫ ଅଗଷ୍ଟ ୨୦୨୪ କୃତି ଛାତ୍ର ଛାତ୍ରୀ ମାନଙ୍କ ପୁରସ୍କାର ବିତରଣ କରାଯାଇଥିଲା
୧୫ ଅଗଷ୍ଟ ସନ୍ଧ୍ୟା ସମୟରେ ଶିକ୍ୟକେନ୍ଦ୍ର ର ମୁଖ୍ୟ ତଥା ଶିକ୍ଷକ ଧୀରେନ୍ କୁମାର ସାହୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ମା ଭବାନୀ କ୍ରିକେଟ ଷ୍ଟାଡିୟମ୍ ରେ କ୍ରିକେଟ ଏଵଂ ବ୍ୟାଡମିଣ୍ଟନ ଖେଳିଥିଲେ ଏଵଂ ଦୈତାରି ବାବାଙ୍କ ସମାଧି ପରିଦର୍ଶନ କରିଥିଲେ। ଏଥିସହିତ ବୁଦ୍ଧ ପ୍ରତିମୂର୍ତ୍ତି, ରାମ ମନ୍ଦିର ଓ କମ୍ପ ପାହାଡ ମଧ୍ୟ ପରିଦର୍ଶନ କରିଥିଲେ।
Leave a Reply